பொருள் : କ୍ଷତ୍ରିୟମାନଙ୍କର ଦୁଇ ପ୍ରସିଦ୍ଧ ଓ ମୂଳ ବଂଶ ବା କୁଳ ମଧ୍ୟରୁ ଗୋଟିଏ ଯାହାର ଉତ୍ପତ୍ତି ଚନ୍ଦ୍ରଙ୍କ ଠାରୁ ହୋଇଥିବା ବିଚାର କରାଯାଏ
எடுத்துக்காட்டு :
ପାଣ୍ଡବ ତଥା କୌରବ ଚନ୍ଦ୍ର ବଂଶର ଥିଲେ
ஒத்த சொற்கள் : ଚନ୍ଦ୍ର ବଂଶ, ସୋମ ବଂଶ
பிற மொழிகளில் மொழிபெயர்ப்பு :
क्षत्रियों के दो प्रसिद्ध और मूल वंशों या कुलों में से एक जिसकी उत्पत्ति चंद्र से मानी जाती है।
पांडव तथा कौरव चंद्रवंश के थे।