பொருள் : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
எடுத்துக்காட்டு :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ஒத்த சொற்கள் : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ସତ୍ତା
பிற மொழிகளில் மொழிபெயர்ப்பு :
The power or right to give orders or make decisions.
He has the authority to issue warrants.பொருள் : ଦେଶ, ରାଜ୍ୟ ଆଦିର ଶାସନ ପ୍ରବଂଧ କରୁଥିବା ସଂସ୍ଥା
எடுத்துக்காட்டு :
ସରକାର ନିଜ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ଉଚିତ
பிற மொழிகளில் மொழிபெயர்ப்பு :
The organization that is the governing authority of a political unit.
The government reduced taxes.பொருள் : ଶାସନତନ୍ତ୍ର ବା ରାଜତନ୍ତ୍ରର ପ୍ରମୁଖ ଶାସକ
எடுத்துக்காட்டு :
ଶାସକ କିଛି ନୂଆ ମନ୍ତ୍ରୀଙ୍କୁ ଶାସନରେ ନିଯୁକ୍ତି ଦେଲେ
பிற மொழிகளில் மொழிபெயர்ப்பு :
वह शासनतंत्र या राज्यतंत्र जिसका प्रमुख एक शासक हो।
शासक ने साम्राज्य में कुछ नए मंत्रियों को जगह दी।A monarchy with an emperor as head of state.
empireபொருள் : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
எடுத்துக்காட்டு :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
ஒத்த சொற்கள் : ଅନୁଶାସନ, ପ୍ରଶାସନ, ଶାସନବ୍ୟବସ୍ଥା
பிற மொழிகளில் மொழிபெயர்ப்பு :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।