பொருள் : ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ
எடுத்துக்காட்டு :
ଗତ ରାତିରେ ଅତ୍ୟଧିକ କାକର ପଡିଛି
ஒத்த சொற்கள் : କାକର, କୁହୁଡି, ନିହାର, ମିହିକା, ହୈମ
பிற மொழிகளில் மொழிபெயர்ப்பு :
Water that has condensed on a cool surface overnight from water vapor in the air.
In the morning the grass was wet with dew.பொருள் : ପାଣିର ବୁନ୍ଦା
எடுத்துக்காட்டு :
ପଦ୍ମ ପତ୍ର ଉପରେ ଛିଟିକି ପଡ଼ିଥିବା ଜଳକଣା ସୂର୍ଯ୍ୟ କିରଣରେ ମୋତି ଭଳି ଚମକୁଛି
ஒத்த சொற்கள் : ଜଳକଣା, ପାଣି ଥୋପା, ପାଣି ବୁନ୍ଦା
பிற மொழிகளில் மொழிபெயர்ப்பு :