பொருள் : ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି
எடுத்துக்காட்டு :
ପିଞ୍ଜରାରେ ବସିଥିବା ଶୁଆ ରାମ ରାମ କହୁଅଛି
ஒத்த சொற்கள் : ବକ୍ରନକ୍ର, ରକ୍ତଚଞ୍ଚୁ, ଶୁକ
பிற மொழிகளில் மொழிபெயர்ப்பு :
Usually brightly colored zygodactyl tropical birds with short hooked beaks and the ability to mimic sounds.
parrot