பொருள் : ଶୁଭ ସୂଚକ ପରିଚାୟକ ହୋଇଥିବା ଶକୁନ
எடுத்துக்காட்டு :
ରାମ ଜନ୍ମ ସମୟରେ ଅଯୋଧ୍ୟାରେ ଶୁଭ ଲକ୍ଷଣ ଦେଖାଯାଇଥିଲା
ஒத்த சொற்கள் : ଶୁଭ ଶକୁନ, ଶୁଭ ସଙ୍କେତ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଶେଷ କାମର ଆରମ୍ଭରେ ଦେଖାଯାଉଥିବା ଶୁଭ କିମ୍ବା ଅଶୁଭ ଲକ୍ଷଣ
எடுத்துக்காட்டு :
ସ୍ତ୍ରୀମାନଙ୍କର ବାମ ଆଖି ଡେଇଁବା ଶୁଭ ଲକ୍ଷଣ ଓ ପୁରୁଷମାନଙ୍କର ବାମ ଆକ୍ଷି ଡେଇଁବା ଅଶୁଭ ଲକ୍ଷଣ ଭାବେ ଗ୍ରହଣ କରାଯାଏ
ஒத்த சொற்கள் : ଭଲ ଲକ୍ଷଣ, ଶୁଭ ଶକୁନ
பிற மொழிகளில் மொழிபெயர்ப்பு :
A sign of something about to happen.
He looked for an omen before going into battle.பொருள் : ଯାହାର ଭବିଷ୍ୟତରେ ସୁଯୋଗ ପାଇବାର ଆଶା ବା ଭଲ ଲକ୍ଷଣଯୁକ୍ତ
எடுத்துக்காட்டு :
ସେ ବହୁତ ସୁଲକ୍ଷଣ ବାଳକ
ஒத்த சொற்கள் : ଉତ୍ତମ ଲକ୍ଷଣ, ସୁଲକ୍ଷଣ
பிற மொழிகளில் மொழிபெயர்ப்பு :