பொருள் : ଶୋଇବା କାମ
எடுத்துக்காட்டு :
ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି
ஒத்த சொற்கள் : ଶୟନ
பிற மொழிகளில் மொழிபெயர்ப்பு :
பொருள் : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
எடுத்துக்காட்டு :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
ஒத்த சொற்கள் : ଗଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
எடுத்துக்காட்டு :
ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
ஒத்த சொற்கள் : ନିଦ୍ରାଯିବା, ଶୟନ କରିବା
பிற மொழிகளில் மொழிபெயர்ப்பு :