பொருள் : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ
எடுத்துக்காட்டு :
ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି
ஒத்த சொற்கள் : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା
பிற மொழிகளில் மொழிபெயர்ப்பு :
धन की अधिष्ठात्री देवी जो विष्णु की पत्नी कही गई हैं।
लोग धन प्राप्ति के लिए लक्ष्मी की पूजा करते हैं।Hindu goddess of fortune and prosperity.
lakshmiபொருள் : ଏକ ଆଦରସୂଚକ ଶବ୍ଦ ଯାହା ପୁରୁଷମାନଙ୍କ ନାମର ପୂର୍ବରୁ ବା ସେମାନଙ୍କୁ ସମ୍ବୋଧନ କରିବାପାଇଁ ଲଗାଯାଇଥାଏ
எடுத்துக்காட்டு :
ଶ୍ରୀମାନ ଅଜିତ ଯୋଗୀଙ୍କୁ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି
ஒத்த சொற்கள் : ଶ୍ରୀମାନ
பிற மொழிகளில் மொழிபெயர்ப்பு :
பொருள் : ସମ୍ପୂର୍ଣ୍ଣ ଜାତିର ଏକ ରାଗ
எடுத்துக்காட்டு :
ଶ୍ରୀରାଗରୁ ଅନେକ ରାଗର ଉତ୍ପତ୍ତି ହୋଇଛି
ஒத்த சொற்கள் : ଶ୍ରୀରାଗ
பிற மொழிகளில் மொழிபெயர்ப்பு :