பொருள் : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
எடுத்துக்காட்டு :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
பிற மொழிகளில் மொழிபெயர்ப்பு :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersபொருள் : ଯେ ବହୁତ ବଡ଼ ବା ଭଲ
எடுத்துக்காட்டு :
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ஒத்த சொற்கள் : ବଡ଼, ମହାନ୍, ମୂର୍ଦ୍ଧନ୍ୟ
பிற மொழிகளில் மொழிபெயர்ப்பு :
Of major significance or importance.
A great work of art.பொருள் : ଯେ ବହୁତ ଭଲ
எடுத்துக்காட்டு :
ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
ஒத்த சொற்கள் : ଉତ୍କୃଷ୍ଟ, ଉତ୍ତମ, ପ୍ରକୃଷ୍ଟ, ସବୁଠୁ ଭଲ
பிற மொழிகளில் மொழிபெயர்ப்பு :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।பொருள் : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
எடுத்துக்காட்டு :
ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି ସେ ସଂସ୍କୃତରେ ମହାପଣ୍ଡିତ
பிற மொழிகளில் மொழிபெயர்ப்பு :
பொருள் : ଯେ କୌଣସି କ୍ଷେତ୍ରର ମୁଖିଆ
எடுத்துக்காட்டு :
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ஒத்த சொற்கள் : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ମୁଖ୍ୟ
பிற மொழிகளில் மொழிபெயர்ப்பு :
Ranking above all others.
Was first in her class.