பொருள் : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
எடுத்துக்காட்டு :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
ஒத்த சொற்கள் : ପରିଷଦ, ପ୍ରତିଷ୍ଠାନ, ସଂସ୍ଥା
பிற மொழிகளில் மொழிபெயர்ப்பு :
பொருள் : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
எடுத்துக்காட்டு :
ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
ஒத்த சொற்கள் : ସଂସ୍ଥା
பிற மொழிகளில் மொழிபெயர்ப்பு :