பொருள் : ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର ବସ୍ତୁ
எடுத்துக்காட்டு :
ନିଆଁ ଲାଗିବା କାରଣରୁ ସଂଗ୍ରହାଳୟରେ କିଛି ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ ଜଳିଗଲା
ஒத்த சொற்கள் : ସଂକଳନ
பிற மொழிகளில் மொழிபெயர்ப்பு :
A collection of things that have been combined. An assemblage of separate parts or qualities.
combinationபொருள் : କୌଣସି ବସ୍ତୁଆଦିର ସଂଗ୍ରହ
எடுத்துக்காட்டு :
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
ஒத்த சொற்கள் : ସଙ୍କଳନ
பிற மொழிகளில் மொழிபெயர்ப்பு :
Several things grouped together or considered as a whole.
accumulation, aggregation, assemblage, collectionபொருள் : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
எடுத்துக்காட்டு :
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
ஒத்த சொற்கள் : ସଙ୍କଳନ
பிற மொழிகளில் மொழிபெயர்ப்பு :