பொருள் : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
எடுத்துக்காட்டு :
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
பிற மொழிகளில் மொழிபெயர்ப்பு :
The temporal property of two things happening at the same time.
The interval determining the coincidence gate is adjustable.பொருள் : ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ
எடுத்துக்காட்டு :
ସେ ଆଜି ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ କରିନାହିଁ
ஒத்த சொற்கள் : ସଞ୍ଜୋଗ
பிற மொழிகளில் மொழிபெயர்ப்பு :
An instrumentality that connects.
He soldered the connection.பொருள் : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
எடுத்துக்காட்டு :
ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
பிற மொழிகளில் மொழிபெயர்ப்பு :