பொருள் : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
எடுத்துக்காட்டு :
କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
ஒத்த சொற்கள் : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା
பிற மொழிகளில் மொழிபெயர்ப்பு :
सभा-समिति आदि का वह सदस्य जो उसकी बैठकें बुलाता है।
कुछ ज़रूरी कारणवश संयोजक ने आज की सभा बुलाई।The member of a group whose duty it is to convene meetings.
convenerபொருள் : ଯେ ଯୋଡ଼େ ବା ମିଶାଇଥାଏ
எடுத்துக்காட்டு :
ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
ஒத்த சொற்கள் : ଯୋଜକ, ସଂଯୋଗକାରୀ
பிற மொழிகளில் மொழிபெயர்ப்பு :
An instrumentality that connects.
He soldered the connection.பொருள் : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ
எடுத்துக்காட்டு :
ତଥା ଏବଂ ଆଦି ସଂଯୋଜକ ପଦ
ஒத்த சொற்கள் : ସଂଯୋଜକ ଶବ୍ଦ
பிற மொழிகளில் மொழிபெயர்ப்பு :
व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।
तथा, और आदि संयोजक हैं।An uninflected function word that serves to conjoin words or phrases or clauses or sentences.
conjunction, conjunctive, connective, continuative