பொருள் : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର
எடுத்துக்காட்டு :
ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ
ஒத்த சொற்கள் : ରକ୍ଷା, ସୁରକ୍ଷା ବ୍ୟବସ୍ଥା
பிற மொழிகளில் மொழிபெயர்ப்பு :
चलाए हुए अस्त्र-शस्त्र को निष्फल करने वाला अस्त्र।
विश्व के हर देश के पास आग्नेयास्त्रों का आवरण होना आवश्यक है।பொருள் : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
କୃଷକଟି କ୍ଷେତର ଦେଖାରଖା କରୁଛି
ஒத்த சொற்கள் : ଦେଖାରଖା, ଦେଖାଶୁଣା, ଯତ୍ନ, ହେପାଜତ
பிற மொழிகளில் மொழிபெயர்ப்பு :
The activity of protecting someone or something.
The witnesses demanded police protection.பொருள் : ପାଳନ ପୋଷଣ କରିବା ବା ଆଶ୍ରୟରେ ରହିବାବାଲା ବ୍ୟକ୍ତି
எடுத்துக்காட்டு :
ଏହି ବିଦ୍ୟାଳୟର କେତେଜଣ ପୃଷ୍ଠପୋଷକ ଅଛନ୍ତି
ஒத்த சொற்கள் : ପୃଷ୍ଠପୋଷକ
பிற மொழிகளில் மொழிபெயர்ப்பு :
பொருள் : ଭବିଷ୍ୟ ଆଦି ନିମନ୍ତେ ବା ଆଗକୁ ହେଉଥିବା ଆବଶ୍ୟକତା କାରଣରୁ ଅଗ୍ରୀମ ବା ସଞ୍ଚି ରଖିବାର କ୍ରିୟା
எடுத்துக்காட்டு :
ସଂରକ୍ଷଣଦ୍ୱାରା ଭବିଷ୍ୟତର ଅସୁବିଧାରୁ ରକ୍ଷା କରାଯାଇପାରିବ
பிற மொழிகளில் மொழிபெயர்ப்பு :
भविष्य आदि के लिए या आगे की आवश्यकता के कारण अलग या बचाकर रखने की क्रिया।
संरक्षण द्वारा भविष्य की कठिनाइयों से बचा जा सकता है।The act of keeping back or setting aside for some future occasion.
reservationபொருள் : ଭଲଭାବରେ କରାଯାଉଥିବା ରକ୍ଷା
எடுத்துக்காட்டு :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ஒத்த சொற்கள் : ନିରାପତ୍ତା, ରକ୍ଷା, ସୁରକ୍ଷା
பிற மொழிகளில் மொழிபெயர்ப்பு :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.பொருள் : ସଂରକ୍ଷିତ କରିବାର କ୍ରିୟା ବା ଖରାପ ହେବା ବା ନଷ୍ଟ ହେବାରୁ ରକ୍ଷା କରିବାର କ୍ରିୟା
எடுத்துக்காட்டு :
ଶୀତଳ ଭଣ୍ଡାରରେ ଫଳ,ପନିପରିବା ଆଦିର ସଂରକ୍ଷଣ କରାଯାଏ
பிற மொழிகளில் மொழிபெயர்ப்பு :
संरक्षित करने की क्रिया या खराब होने या खतरे से बचाने की क्रिया।
ठंडे गोदामों में फल, सब्जियों आदि का संरक्षण किया जाता है।The activity of protecting someone or something.
The witnesses demanded police protection.