பொருள் : କାହା ପାଇଁ ଜାଗା ସୁରକ୍ଷିତ କରିବା
எடுத்துக்காட்டு :
ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
ஒத்த சொற்கள் : ଆରକ୍ଷଣ କରିବା
பிற மொழிகளில் மொழிபெயர்ப்பு :
பொருள் : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
எடுத்துக்காட்டு :
ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
ஒத்த சொற்கள் : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା