பொருள் : ଭିନ୍ନ-ଭିନ୍ନ ଜାତିର ବା ବର୍ଗର ଜନ୍ତୁ ବା ବୃକ୍ଷମାନଙ୍କର ସଂସର୍ଗ କରାଇଲେ ଯେଉଁ ଉନ୍ନତ ପ୍ରକାର ଜାତି ବା ବର୍ଗର ସୃଷ୍ଟି ହୁଏ
எடுத்துக்காட்டு :
କୃଷି ବୈଜ୍ଞାନିକ କୃଷକମାନଙ୍କୁ ସଙ୍କର ବିହନ ଦେଉଛନ୍ତି
ஒத்த சொற்கள் : ସଂକର
பிற மொழிகளில் மொழிபெயர்ப்பு :
பொருள் : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
எடுத்துக்காட்டு :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
ஒத்த சொற்கள் : ଜାରଜ, ବର୍ଣ୍ଣସଙ୍କର, ହାରମଜାଦା, ହାରାମୀ
பிற மொழிகளில் மொழிபெயர்ப்பு :