உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ
எடுத்துக்காட்டு : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ
ஒத்த சொற்கள் : ଠିକ୍, ଯଥାର୍ଥ, ସତ
பிற மொழிகளில் மொழிபெயர்ப்பு :हिन्दी English
वह जो न्यायसंगत, उचित और धर्म से संबंधित हो।
A fact that has been verified.
பொருள் : କୌଣସି ପଦାର୍ଥଆଦିର ବାସ୍ତବିକ ବା ମୁଖ୍ୟ ଭାଗ ବା ଗୁଣ
எடுத்துக்காட்டு : ଏହି ଅଧ୍ୟାୟର ସାର ହେଉଛି ଆମେ ସବୁବେଳେ ସତ୍ୟ କହିବା ଆବଶ୍ୟକ
ஒத்த சொற்கள் : ନିଶ୍ଚିତ, ମୂଳତତ୍ତ୍ୱ, ସାର, ସାରତତ୍ତ୍ୱ, ସାରବସ୍ତୁ
किसी पदार्थ आदि का वास्तविक या मुख्य भाग या गुण।
A sketchy summary of the main points of an argument or theory.
பொருள் : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
எடுத்துக்காட்டு : ସତ୍ୟଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
धृतराष्ट्र के एक पुत्र।
An imaginary being of myth or fable.
பொருள் : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍
எடுத்துக்காட்டு : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି
ஒத்த சொற்கள் : ଅସଲି, ଠିକ୍, ପ୍ରକୃତ, ବାସ୍ତବିକ, ଯଥାର୍ଥ
பிற மொழிகளில் மொழிபெயர்ப்பு :हिन्दी
जो वास्तव में हो या हुआ हो या बिल्कुल ठीक।
பொருள் : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ
எடுத்துக்காட்டு : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ
ஒத்த சொற்கள் : ଠିକ, ଯଥାର୍ଥ, ସତ
जैसा हो वैसा या जिसमें किसी प्रकार का बनावटीपन या छुपाव न हो।
நிறுவு