பொருள் : ଦାଗ, ମଇଳା ଆଦି ସଫା କରିବା
எடுத்துக்காட்டு :
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
ஒத்த சொற்கள் : ଛଡ଼ାଇବା
பிற மொழிகளில் மொழிபெயர்ப்பு :
Make clean by removing dirt, filth, or unwanted substances from.
Clean the stove!.பொருள் : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
எடுத்துக்காட்டு :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
ஒத்த சொற்கள் : ଧୋଇବା, ପରିଷ୍କାର କରିବା
பிற மொழிகளில் மொழிபெயர்ப்பு :
பொருள் : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
எடுத்துக்காட்டு :
ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
பிற மொழிகளில் மொழிபெயர்ப்பு :