பொருள் : ସଫେଦା ଆମ୍ବର ଗଛ
எடுத்துக்காட்டு :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ஒத்த சொற்கள் : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
பிற மொழிகளில் மொழிபெயர்ப்பு :
Large evergreen tropical tree cultivated for its large oval fruit.
mangifera indica, mango, mango treeபொருள் : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
எடுத்துக்காட்டு :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
ஒத்த சொற்கள் : ଗଂଧ ସଫେଦା, ଗନ୍ଧ ସଫେଦା
பிற மொழிகளில் மொழிபெயர்ப்பு :
பொருள் : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
எடுத்துக்காட்டு :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
ஒத்த சொற்கள் : ଦସ୍ତାଗୁଣ୍ଡ
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
எடுத்துக்காட்டு :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ஒத்த சொற்கள் : ପୁଣ୍ଡରୀକ, ସଫେଦା ଆମ୍ବ
பிற மொழிகளில் மொழிபெயர்ப்பு :
Large oval tropical fruit having smooth skin, juicy aromatic pulp, and a large hairy seed.
mango