பொருள் : କୌଣସି କଥାର ବିଚାର କିମ୍ବା ବିବେଚନା
எடுத்துக்காட்டு :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
ஒத்த சொற்கள் : ଆଲୋଚନା, ବିଚାର ବିମର୍ଶ, ବିଶ୍ଳେଷଣ
பிற மொழிகளில் மொழிபெயர்ப்பு :
किसी बात का विचार या विवेचन।
गोष्ठी में बेरोज़गारी के ऊपर विचार विमर्श किया जा रहा है।An exchange of views on some topic.
We had a good discussion.பொருள் : ଭଲଭାବରେ ଏବଂ ସତର୍କତାର ସହିତ କୌଣସି ସାହିତ୍ୟିକ କୃତିର ଗୁଣ ଓ ଦୋଷକୁ ବିବେଚନା କରାଯାଉଥିବା ଲେଖା
எடுத்துக்காட்டு :
ଶିକ୍ଷୟତ୍ରୀ ନାଟକର ସମାଲୋଚନା ଲେଖିବାପାଇଁ କହିଲେ
ஒத்த சொற்கள் : ଆଲୋଚନା
பிற மொழிகளில் மொழிபெயர்ப்பு :
பொருள் : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର
எடுத்துக்காட்டு :
ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ
ஒத்த சொற்கள் : ଆଲୋଚନା, ଟୀକା, ଟୀପ୍ପଣୀ
பிற மொழிகளில் மொழிபெயர்ப்பு :
किसी बात या कार्य के गुण दोष आदि के संबंध में प्रकट किया जाने वाला विचार।
वे आलोचना सुनकर भी अप्रभावित रहे।