உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କାମ ପୂରା କରିବା ପ୍ରକ୍ରିୟା
எடுத்துக்காட்டு : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
ஒத்த சொற்கள் : ନିର୍ବାହ, ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନା
பிற மொழிகளில் மொழிபெயர்ப்பு :हिन्दी
काम पूरा करने की क्रिया।
பொருள் : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
எடுத்துக்காட்டு : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
ஒத்த சொற்கள் : ନିର୍ଣ୍ଣୟ, ନିର୍ବାହ, ପ୍ରତିପାଦନ, ମୀମାଂସନ
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
பொருள் : କୌଣସି ପୁସ୍ତକ ବା ସମ୍ବାଦପତ୍ର ଆଦିକୁ କ୍ରମ, ବିଷୟ ଆଦି ଅନୁସାରେ ପ୍ରକାଶିତ କରିବା ପ୍ରକ୍ରିୟା
எடுத்துக்காட்டு : ପ୍ରଣବ ପଣ୍ଡା ଅଖଣ୍ଡ ଜ୍ୟୋତିର ସମ୍ପାଦନା କରୁଛନ୍ତି
ஒத்த சொற்கள் : ସଂପାଦନ, ସଂପାଦନା, ସମ୍ପାଦନା
பிற மொழிகளில் மொழிபெயர்ப்பு :हिन्दी English
किसी पुस्तक या संवाद पत्र आदि को क्रम, पाठ आदि के रूप में लगाकर प्रकाशित करने की क्रिया।
Putting something (as a literary work or a legislative bill) into acceptable form.
நிறுவு