பொருள் : ମିଶିବାର କ୍ରିୟା
எடுத்துக்காட்டு :
କେତେକ ଔଷଧର ସମ୍ମିଶ୍ରଣରେ ଚ୍ୟବନପ୍ରାଶ ତିଆରିହୁଏ
பொருள் : ଔଷଧ ତିଆରି କରିବାପାଇଁ କେତେଗୁଡ଼ିଏ ଔଷଧକୁ ଗୋଟିକରେ ମିଶାଇବାର ପ୍ରକ୍ରିୟା
எடுத்துக்காட்டு :
ବୈଦ୍ୟ ସମ୍ମିଶ୍ରଣ ତିଆରି କରୁଥିଲେ
பிற மொழிகளில் மொழிபெயர்ப்பு :
औषध तैयार करने के लिए कई औषधियों को एक में मिलाने की क्रिया।
उस समय वैद्यजी सम्मिश्रण में लगे थे।The act of mixing together.
Paste made by a mix of flour and water.பொருள் : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
எடுத்துக்காட்டு :
ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା
ஒத்த சொற்கள் : ମିଶ୍ରଣ
பிற மொழிகளில் மொழிபெயர்ப்பு :
The act of joining together as one.
The merging of the two groups occurred quickly.