பொருள் : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
எடுத்துக்காட்டு :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
ஒத்த சொற்கள் : ବେଳ
பிற மொழிகளில் மொழிபெயர்ப்பு :
A period of time considered as a resource under your control and sufficient to accomplish something.
Take time to smell the roses.பொருள் : ଏକ ଅନିଶ୍ଚିତ କାଳ
எடுத்துக்காட்டு :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
பிற மொழிகளில் மொழிபெயர்ப்பு :
An indefinite period (usually marked by specific attributes or activities).
The time of year for planting.பொருள் : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
எடுத்துக்காட்டு :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ஒத்த சொற்கள் : ଅବସର, କାଳ, ଦିନ, ବେଳା, ଯୁଗ
பிற மொழிகளில் மொழிபெயர்ப்பு :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.பொருள் : ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
எடுத்துக்காட்டு :
କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
ஒத்த சொற்கள் : ଦିନ
பிற மொழிகளில் மொழிபெயர்ப்பு :
An indefinite period (usually marked by specific attributes or activities).
The time of year for planting.பொருள் : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
எடுத்துக்காட்டு :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
பிற மொழிகளில் மொழிபெயர்ப்பு :
பொருள் : ବହୁତ ଅଧିକ ସମୟ
எடுத்துக்காட்டு :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
எடுத்துக்காட்டு :
ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
பிற மொழிகளில் மொழிபெயர்ப்பு :
பொருள் : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
எடுத்துக்காட்டு :
ତାଙ୍କର ଏମାସପରେ ଭଲ ସମୟ ଆସିବ
பிற மொழிகளில் மொழிபெயர்ப்பு :
The continuum of experience in which events pass from the future through the present to the past.
He waited for along time.பொருள் : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
எடுத்துக்காட்டு :
ହୋଲି ବେଳ ଆସୁଛି
பிற மொழிகளில் மொழிபெயர்ப்பு :
A period of the year marked by special events or activities in some field.
He celebrated his 10th season with the ballet company.பொருள் : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
எடுத்துக்காட்டு :
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
ஒத்த சொற்கள் : ମହଲତ
பிற மொழிகளில் மொழிபெயர்ப்பு :