பொருள் : ସରୀସୃପ ଜାତିର ପେଟେଇକି ଚାଲୁଥିବା ଏକ ପତଳା ଓ ଲମ୍ବା ଜୀବ ଯାହା ବହୁଜାତୀୟ
எடுத்துக்காட்டு :
ଆଇ.ଆଇ.ଟି ବମ୍ବେରେ ବହୁ ବିଷାକ୍ତ ସାପ ବୁଲୁଥିବାର ଦେଖାଯାଏ
ஒத்த சொற்கள் : ଅହି, ଫଣୀ, ବିଷଧର, ସାପ
பிற மொழிகளில் மொழிபெயர்ப்பு :
सरीसृप वर्ग का एक रेंगने वाला पतला और लंबा जीव जिसकी कई जातियाँ पायी जाती हैं।
प्रायः आई आई टी बॉम्बे में कई तरह के ज़हरीले साँप रेंगते हुए देखे जा सकते हैं।பொருள் : ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ
எடுத்துக்காட்டு :
ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ
ஒத்த சொற்கள் : କଦ୍ରୁଜ, ନାଗ, ଭୁଜଙ୍ଗ
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical being