பொருள் : କିଛି କରି ପାରିବାର କ୍ଷମତା
எடுத்துக்காட்டு :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
ஒத்த சொற்கள் : ଓଜନ, ଦମ୍, ଶକ୍ତି
பிற மொழிகளில் மொழிபெயர்ப்பு :
The quality of being capable -- physically or intellectually or legally.
He worked to the limits of his capability.பொருள் : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
எடுத்துக்காட்டு :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
ஒத்த சொற்கள் : ଶକ୍ତି
பிற மொழிகளில் மொழிபெயர்ப்பு :
An area in which something acts or operates or has power or control:.
The range of a supersonic jet.பொருள் : ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରାଯାଇଥିବା କୌଣସି କଠିନ ବା ବଡକାମ
எடுத்துக்காட்டு :
ପିଲାଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପୁରସ୍କାର ଦେବା ଉଚିତ
ஒத்த சொற்கள் : ଦକ୍ଷତା, ନିପୁଣତା, ପଟୁତା
பிற மொழிகளில் மொழிபெயர்ப்பு :
बहुत अच्छी तरह से पूरा किया हुआ कोई कठिन या बड़ा काम।
बच्चों को उनकी कारगुज़ारियों के लिए इनाम देना चाहिए।பொருள் : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
எடுத்துக்காட்டு :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ஒத்த சொற்கள் : ଉପଯୁକ୍ତତା, କ୍ଷମତା, ପରଖ, ଯୋଗ୍ୟତା
பிற மொழிகளில் மொழிபெயர்ப்பு :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.