பொருள் : ଯେଉଁ ପ୍ରସିଦ୍ଧ କ୍ଷେତ୍ରରେ କୌଣସି ପ୍ରଭାବ ଥାଏ
எடுத்துக்காட்டு :
ଚତୁର୍ଦ୍ଦିଗ ମିଥ୍ୟାର ରାଜ୍ୟ ବୈଦିକ ଯୁଗରେ ଭାରତରେ ଜ୍ଞାନର ସାମ୍ରାଜ୍ୟ ଥିଲା
ஒத்த சொற்கள் : ରାଜ୍ୟ
பிற மொழிகளில் மொழிபெயர்ப்பு :
பொருள் : ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ
எடுத்துக்காட்டு :
ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି
ஒத்த சொற்கள் : ଜାତି
பிற மொழிகளில் மொழிபெயர்ப்பு :
பொருள் : ଏକ ବଡ଼ ରାଜ୍ୟ ଯାହା ଅଧୀନରେ ବହୁତ ଦେଶ ଥାଏ ଓ ଯାହା ଉପରେ କୌଣସି ଜଣେ ସମ୍ରାଟଙ୍କ ଶାସନ ଅଧିକାର ରହେ
எடுத்துக்காட்டு :
ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟ ବହୁତ ବିସ୍ତୃତ ଥିଲା
ஒத்த சொற்கள் : ଅଧିରାଜ୍ୟ, ଚକ୍ରବର୍ତ୍ତୀ ରାଜ୍ୟ
பிற மொழிகளில் மொழிபெயர்ப்பு :
वह बड़ा राज्य जिसके अधीन बहुत से देश हों और जिस पर किसी एक सम्राट का शासन हो।
सम्राट अशोक का साम्राज्य बहुत विस्तृत था।