பொருள் : ଯାହା ସାରହୀନ ବା ଯେଉଁଥିରେ କିଛି କାମଯୋଗ୍ୟ କଥା ବା ବସ୍ତୁ ନ ଥାଏ
எடுத்துக்காட்டு :
ସାରହୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ କଣ ଲାଭ ମିଳିବ?
பிற மொழிகளில் மொழிபெயர்ப்பு :
பொருள் : ଯାହାର କୌଣସି ଅର୍ଥ ନାହିଁ
எடுத்துக்காட்டு :
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
ஒத்த சொற்கள் : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ନିରର୍ଥକ, ବୃଥା
பிற மொழிகளில் மொழிபெயர்ப்பு :
Having no meaning or direction or purpose.
A meaningless endeavor.