பொருள் : ବ୍ୟର୍ଥ, ଖରାପ ବା ଅନୁଚିତ ସାହସ
எடுத்துக்காட்டு :
ପାକିସ୍ତାନ ଭାରତକୁ ଯୁଦ୍ଧପାଇଁ ଆହ୍ୱାନ କରିବା ଦୁଃସାହସ ନୁହେଁ ତ ଆଉ କଣ?
ஒத்த சொற்கள் : ଦୁଃସାହସ
பிற மொழிகளில் மொழிபெயர்ப்பு :
பொருள் : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
எடுத்துக்காட்டு :
ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ
ஒத்த சொற்கள் : ପୌରୁଷ, ବାହାଦୁରି, ହିମତ୍
பிற மொழிகளில் மொழிபெயர்ப்பு :
मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।
साहस हो तो अकेले में आकर मिलो।A quality of spirit that enables you to face danger or pain without showing fear.
braveness, bravery, courage, courageousness