பொருள் : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
எடுத்துக்காட்டு :
ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
பிற மொழிகளில் மொழிபெயர்ப்பு :
A feeling of extreme pleasure or satisfaction.
His delight to see her was obvious to all.பொருள் : ଗୋଟିଏ ବର୍ଣ୍ଣବୃତ୍ତ
எடுத்துக்காட்டு :
ସୁଖର ପ୍ରତ୍ୟେକ ଚରଣରେ ଆଠ ସଗଣ ଏବଂ ଦୁଇ ଲଘୁ ଥାଏ
பிற மொழிகளில் மொழிபெயர்ப்பு :
பொருள் : ତୃପ୍ତ ବା ସନ୍ତୁଷ୍ଟ କରିବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
ଭୌତିକ ପଦାର୍ଥଦ୍ୱାରା ଇନ୍ଦ୍ରିୟ ତୃପ୍ତି କ୍ଷଣିକ ହୋଇଥାଏ
பிற மொழிகளில் மொழிபெயர்ப்பு :
Act of fulfilling a desire or need or appetite.
The satisfaction of their demand for better services.