பொருள் : ଷୋହଳ ମଷାର ଏକ ମାପ
எடுத்துக்காட்டு :
ଏବେ ସୁବର୍ଣ୍ଣର ପ୍ରଚଳନ ସମାପ୍ତ ହୋଇଗଲାଣି
பிற மொழிகளில் மொழிபெயர்ப்பு :
பொருள் : ଦଶ ମଷାର ଏକ ପୁରୁଣା ସ୍ୱର୍ଣ୍ଣମୁଦ୍ରା
எடுத்துக்காட்டு :
ଏବେ କେତେକ ସଂଗ୍ରହାଳୟରେ ହିଁ ସୁବର୍ଣ୍ଣ ଦେଖିବାକୁ ମିଳେ
பிற மொழிகளில் மொழிபெயர்ப்பு :
பொருள் : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
எடுத்துக்காட்டு :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
ஒத்த சொற்கள் : କନକ, କାଞ୍ଚନ, ସୁନା, ହାଟକ, ହେମ
பிற மொழிகளில் மொழிபெயர்ப்பு :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।பொருள் : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ
எடுத்துக்காட்டு :
ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?
ஒத்த சொற்கள் : ସ୍ୱର୍ଣ୍ଣ, ସ୍ୱର୍ଣ୍ଣିମ
பிற மொழிகளில் மொழிபெயர்ப்பு :
Marked by peace and prosperity.
A golden era.