பொருள் : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
எடுத்துக்காட்டு :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ஒத்த சொற்கள் : ପ୍ରତିରକ୍ଷା, ରକ୍ଷା
பிற மொழிகளில் மொழிபெயர்ப்பு :
பொருள் : ସୁରକ୍ଷିତ ହେବା ବା ରହିବା ଅବସ୍ଥା
எடுத்துக்காட்டு :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
பிற மொழிகளில் மொழிபெயர்ப்பு :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.பொருள் : ଭଲଭାବରେ କରାଯାଉଥିବା ରକ୍ଷା
எடுத்துக்காட்டு :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ஒத்த சொற்கள் : ନିରାପତ୍ତା, ରକ୍ଷା, ସଂରକ୍ଷଣ
பிற மொழிகளில் மொழிபெயர்ப்பு :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.பொருள் : ବଞ୍ଚିବା କ୍ରିୟା
எடுத்துக்காட்டு :
ପରିଚ୍ଛନ୍ନତାଦ୍ୱାରା କେତେକ ରୋଗଠାରୁ ସୁରକ୍ଷା ସମ୍ଭବ
பிற மொழிகளில் மொழிபெயர்ப்பு :
The act of preventing.
There was no bar against leaving.