பொருள் : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
எடுத்துக்காட்டு :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
ஒத்த சொற்கள் : ବଞ୍ଚାଇବା, ରକ୍ଷାକରିବା, ସଂରକ୍ଷିତ କରିବା
பிற மொழிகளில் மொழிபெயர்ப்பு :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.பொருள் : ଖରାପ ଦଶାରେ ଗତି କରିବାରୁ ରୋକିବା
எடுத்துக்காட்டு :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
ஒத்த சொற்கள் : ସମ୍ଭାଳିବା
பிற மொழிகளில் மொழிபெயர்ப்பு :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.பொருள் : ଖରାପ ହେବାକୁ ନଦେବା
எடுத்துக்காட்டு :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
ஒத்த சொற்கள் : ରହିବା
பிற மொழிகளில் மொழிபெயர்ப்பு :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।பொருள் : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
எடுத்துக்காட்டு :
ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
ஒத்த சொற்கள் : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା
பிற மொழிகளில் மொழிபெயர்ப்பு :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।