பொருள் : ଯାହାର ସ୍ୱଭାବ ଭଲ
எடுத்துக்காட்டு :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
பிற மொழிகளில் மொழிபெயர்ப்பு :
Having or showing a kindly or tender nature.
The gentle touch of her hand.பொருள் : ଅତ୍ୟନ୍ତ ସୁନ୍ଦର
எடுத்துக்காட்டு :
ସୀତାର ପୁଅ ସୁଚାରୁ ଓ ସୁଶୀଳ
ஒத்த சொற்கள் : ଚାରୁବନ୍ତ, ଲାବଣ୍ୟବନ୍ତ, ସୁଚାରୁ
பிற மொழிகளில் மொழிபெயர்ப்பு :
பொருள் : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
எடுத்துக்காட்டு :
ରାମ ଜଣେ ଭଦ୍ର ବ୍ୟକ୍ତି
ஒத்த சொற்கள் : ଭଦ୍ର, ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ
பிற மொழிகளில் மொழிபெயர்ப்பு :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।பொருள் : ଭଲ ଚରିତ୍ର ବା ଭଲ ସ୍ୱଭାବର
எடுத்துக்காட்டு :
ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର
ஒத்த சொற்கள் : ଚରିତ୍ରବାନ, ଶିଷ୍ଟାଚାରୀ, ସଚ୍ଚରିତ୍ର, ସଦାଚାରୀ
பிற மொழிகளில் மொழிபெயர்ப்பு :
Morally excellent.
virtuousபொருள் : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
எடுத்துக்காட்டு :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
ஒத்த சொற்கள் : ଭଦ୍ର, ଭଲ, ସଜ୍ଜନ
பிற மொழிகளில் மொழிபெயர்ப்பு :
Having an easygoing and cheerful disposition.
Too good-natured to resent a little criticism.