உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
எடுத்துக்காட்டு : ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
ஒத்த சொற்கள் : ଧାଈ
பிற மொழிகளில் மொழிபெயர்ப்பு :हिन्दी English
बच्चा जनाने में सहायता देनेवाली स्त्री।
A woman skilled in aiding the delivery of babies.
பொருள் : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
எடுத்துக்காட்டு : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ஒத்த சொற்கள் : ଚାକରାଣୀ, ଦାସୀ, ନଉକରାଣୀ, ପରିଚାରିକା
वह जो घरेलू काम-काज तथा सेवा करती हो।
A female domestic.
பொருள் : ରୋଗୀ ତଥା ନବଜାତ ଶିଶୁଙ୍କ ସେବା ନିମନ୍ତେ ପ୍ରଶିକ୍ଷିତ ମହିଳା
எடுத்துக்காட்டு : ମୋ ନଣନ୍ଦ ବମ୍ବେ ହସ୍ପିଟାଲରେ ନର୍ସ ଅଛନ୍ତି
ஒத்த சொற்கள் : ଉପଚାରିକା, ନର୍ସ, ସିଷ୍ଟର
रोगियों तथा नवजात शिशुओं की सेवा के लिए प्रशिक्षित महिला।
One skilled in caring for young children or the sick (usually under the supervision of a physician).
நிறுவு