பொருள் : ଯାହାକୁ ନିଜ ସ୍ଥାନରୁ ହଟାଇ ଦିଆଯାଇଛି
எடுத்துக்காட்டு :
ସେ ବିସ୍ଥାପିତ ବସ୍ତୁଗୁଡ଼ିକୁ ପୁଣି ଥରେ ନିଜ ସ୍ଥାନରେ ରଖୁଥିଲେ
ஒத்த சொற்கள் : ବିସ୍ଥାପିତ, ସ୍ଥାନଚ୍ୟୁତ
பிற மொழிகளில் மொழிபெயர்ப்பு :
பொருள் : ଯାହାକୁ ନିଜର ପ୍ରଥମ ସ୍ଥାନରୁ ହଟେଇ ଅନ୍ୟ ସ୍ଥାନକୁ ପଠେଇ ଦିଆଯାଇଛି
எடுத்துக்காட்டு :
ସ୍ଥାନାନ୍ତରିତ ବ୍ୟକ୍ତି କାଲିଠାରୁ ଅଫିସ୍ ଆସିବ
ஒத்த சொற்கள் : ଅନ୍ତରିତ
பிற மொழிகளில் மொழிபெயர்ப்பு :
जो अपने पहले स्थान से हटाकर दूसरे स्थान पर कर, रख या भेज दिया गया हो।
स्थानांतरित व्यक्ति कल से कार्यालय आयेगा।