பொருள் : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
எடுத்துக்காட்டு :
ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
ஒத்த சொற்கள் : ଆଦର କରିବା, ଶ୍ରଦ୍ଧା କରିବା
பிற மொழிகளில் மொழிபெயர்ப்பு :
பொருள் : ଛୋଟମାନଙ୍କ ପ୍ରତି ବଡ଼ମାନଙ୍କର ଭଲ ପାଇବା ପ୍ରଦର୍ଶନ କରିବା
எடுத்துக்காட்டு :
ପିଲାମାନଙ୍କୁ ମା’ ହିଁ ସବୁଠୁ ବେଶୀ ସ୍ନେହ କରନ୍ତି
பிற மொழிகளில் மொழிபெயர்ப்பு :
बड़ों द्वारा छोटों के प्रति प्रेम प्रदर्शित करना।
बच्चों को माँ ही सबसे ज़्यादा स्नेह करती है।பொருள் : ପ୍ରେମ ପ୍ରକଟ କରିବା
எடுத்துக்காட்டு :
ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
ஒத்த சொற்கள் : ଭଲ ପାଇବା, ଶ୍ରଦ୍ଧା କରିବା
பிற மொழிகளில் மொழிபெயர்ப்பு :