பொருள் : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା
எடுத்துக்காட்டு :
ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା
ஒத்த சொற்கள் : ଅନୁସ୍ମରଣ
பிற மொழிகளில் மொழிபெயர்ப்பு :
भूली हुई बात फिर से याद आ जाने की क्रिया।
बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।The process of remembering (especially the process of recovering information by mental effort).
He has total recall of the episode.பொருள் : ନଅ ପ୍ରକାରର ଭକ୍ତିସମୂହ ମଧ୍ୟରୁ ସେହି ଭକ୍ତି ଯେଉଁଥିରେ ଉପାସକ ନିଜ ଦେବତାଙ୍କୁ ସବୁବେଳେ ମନେପକାଏ
எடுத்துக்காட்டு :
କିଛି ଭକ୍ତ କାମ କରୁଥିଲେବି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି
ஒத்த சொற்கள் : ସ୍ମରଣ ଭକ୍ତି
பிற மொழிகளில் மொழிபெயர்ப்பு :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiபொருள் : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
எடுத்துக்காட்டு :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
ஒத்த சொற்கள் : ସ୍ମୃତି
பிற மொழிகளில் மொழிபெயர்ப்பு :
The cognitive processes whereby past experience is remembered.
He can do it from memory.