பொருள் : କୌଣସି ଯୁଦ୍ଧରେ ମରିଥିବା ଯୋଦ୍ଧାଙ୍କ ସ୍ମୃତିରେ ନିର୍ମିତ ସ୍ମାରକ
எடுத்துக்காட்டு :
କାରଗିଲରେ ଶହୀଦ ହୋଇଥିବା ସୈନିକଙ୍କ ସ୍ମୃତିରେ ଏଠାରେ ଗୋଟିଏ ଶହୀଦସ୍ମାରକ ତିଆରି ହେଉଛି
ஒத்த சொற்கள் : ଶହୀଦସ୍ମାରକ
பிற மொழிகளில் மொழிபெயர்ப்பு :
वह स्मारक जो किसी युद्ध आदि में मरे योद्धा आदि की याद में बना हो।
कारगिल में शहीद हुए सैनिकों की याद में यहाँ एक शहीद स्मारक बनाया जा रहा है।பொருள் : କୌଣସି ବିଶେଷ ଘଟଣା ବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ସରଂଚନା
எடுத்துக்காட்டு :
ଭାରତରେ ଅନେକ ଐତିହାସିକ ସ୍ମାରକ ଅଛି
பிற மொழிகளில் மொழிபெயர்ப்பு :
किसी विशेष घटना या व्यक्ति की स्मृति में बनी हुई कोई संरचना।
भारत में बहुत सारे ऐतिहासिक स्मारक हैं।பொருள் : ଜନ ସମ୍ପତ୍ତି ରୂପେଚିହ୍ନିତ ବା ଉଲ୍ଲେଖିତ ବା ସୁରକ୍ଷିତ ରହିଥିବା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର
எடுத்துக்காட்டு :
ଦୁଇ କିମି ପରେ ଏହି ସ୍ମାରକୀୟ କ୍ଷେତ୍ର ପଡ଼େ ଜାଲିୱାଲାବାଲାବାଗ ଗୋଟିଏ ସ୍ମାରକୀୟ କ୍ଷେତ୍ର
ஒத்த சொற்கள் : ସ୍ମାରକୀୟ କ୍ଷେତ୍ର
பிற மொழிகளில் மொழிபெயர்ப்பு :
वह महत्त्वपूर्ण क्षेत्र जो जन सम्पत्ति के रूप में अंकित या उल्लेखित और सुरक्षित हो।
यह स्मारकीय क्षेत्र दो किमी में फैला हुआ है।An important site that is marked and preserved as public property.
monumentபொருள் : ସ୍ମୃତିପାଇଁ ଦିଆଯାଇଥିବା ବା ରଖାଯାଇଥିବା ବସ୍ତୁ
எடுத்துக்காட்டு :
ଏହି ଘର ଆମ ପୁର୍ବପୁରୁଷଙ୍କ ସ୍ମୃତିଚିହ୍ନ
ஒத்த சொற்கள் : ନିଶାଣ, ସ୍ମୃତିଚିହ୍ନ
பிற மொழிகளில் மொழிபெயர்ப்பு :
स्मृति बनाए रखने के लिए दी या रखी हुई वस्तु।
यह घर हमारे पुरखों की निशानी है।