பொருள் : ଯେଉଁ ସମୟରେ ଚନ୍ଦ୍ରମା ସ୍ୱାତୀ ନକ୍ଷତ୍ରରେ ଥାଆନ୍ତି
எடுத்துக்காட்டு :
ବିଶ୍ୱାସ କରାଯାଏ ଯେ ସ୍ୱାତୀ ନକ୍ଷତ୍ରରେ ହେଉଥିବା ବର୍ଷା ଜଳରେ ମୋତିର ଉତ୍ପତ୍ତି ହୋଇଥାଏ
ஒத்த சொற்கள் : ସ୍ୱାତୀ
பிற மொழிகளில் மொழிபெயர்ப்பு :
वह समय जब चंद्रमा स्वाति नक्षत्र में होता है।
स्वाति नक्षत्र में हुई वर्षा के जल से मोती की उत्पत्ति मानी जाती है।