பொருள் : ଯେ ନିଜର ବା ଯାହା ଉପରେ ନିଜର ଅଧିକାର ଅଛି
எடுத்துக்காட்டு :
ଏହା ମୋର ନିଜ ସଂପତ୍ତି
ஒத்த சொற்கள் : ଆପଣାର, ନିଜ, ନିଜର, ସ୍ୱକୀୟ
பிற மொழிகளில் மொழிபெயர்ப்பு :
Confined to particular persons or groups or providing privacy.
A private place.பொருள் : ଯାହା ନିଜର ଆୟତ୍ତରେ ଥାଏ
எடுத்துக்காட்டு :
ଆୟତ୍ତାଧୀନ କାର୍ଯ୍ୟ କରିବାର ଉତ୍ତରଦାୟିତ୍ୱ ମୁଁ ନେଇପାରେ
ஒத்த சொற்கள் : ଆୟତ୍ତାଧୀନ, ନିଜକର୍ତ୍ତୃକ, ସ୍ୱବଶ
பிற மொழிகளில் மொழிபெயர்ப்பு :
பொருள் : ଯାହା ଅନ୍ୟର ଶାସନ ବା ନିୟନ୍ତ୍ରଣରେ ନ ଥାଇ ନିଜ କାର୍ଯ୍ୟର ସଞ୍ଚାଳନ ନିଜେ କରେ
எடுத்துக்காட்டு :
ଏହି ନିୟମ ସ୍ୱାୟତ୍ତ ସଂସ୍ଥାଗୁଡିକ ଉପରେ ଲାଗୁ ହେବ
பிற மொழிகளில் மொழிபெயர்ப்பு :
जो किसी दूसरे के शासन या नियंत्रण में न हो बल्कि अपने कार्यों का संचालन स्वयं करता हो।
यह नियम स्वायत्त संस्थाओं पर भी लागू होगा।Existing as an independent entity.
The partitioning of India created two separate and autonomous jute economies.