உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ସ୍ୱୀକାର କରିବା କ୍ରିୟା ବା ଭାବ
எடுத்துக்காட்டு : ଏହି ଯୋଜନାକୁ ଚାଲୁ କରିବାପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି
ஒத்த சொற்கள் : ଅଂଗୀକାର, ମଂଜୁରୀ
பிற மொழிகளில் மொழிபெயர்ப்பு :हिन्दी English
स्वीकार करने की क्रिया या भाव।
Approval to do something.
பொருள் : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
எடுத்துக்காட்டு : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
ஒத்த சொற்கள் : ଅନୁଜ୍ଞା, ଅନୁମତି, ଆଜ୍ଞା
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
பொருள் : ହଁ କରିବାର ପ୍ରକ୍ରିୟା
எடுத்துக்காட்டு : ବାପାଙ୍କ ସ୍ୱୀକୃତି ପରେ ଯାଇ ମୁଁ ଏ କାମ କରିବି
ஒத்த சொற்கள் : ସମ୍ମତି
हाँ कहने की क्रिया।
An affirmative.
நிறுவு