உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
எடுத்துக்காட்டு : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ஒத்த சொற்கள் : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ପାଚେରୀ, ବାଡ଼
பிற மொழிகளில் மொழிபெயர்ப்பு :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
பொருள் : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
எடுத்துக்காட்டு : ପିଲାମାନେ ହତାରେ ଖେଳୁଛନ୍ତି
ஒத்த சொற்கள் : ଘେର, ଘେରଦ
दीवार आदि से घिरा हुआ स्थान।
An enclosure of residences and other building (especially in the Orient).
பொருள் : ତାସଖେଳରେ ଏକାଥରକେ ପଡ଼ୁଥିବା ଯେଉଁ ତାସ ପତା ତାପରେ ଖେଳରୁ ବାହାର ହୋଇଯାଏ
எடுத்துக்காட்டு : ମୋର ସାତଥର ହାତ ହୋଇସାରିଲାଣି
ஒத்த சொற்கள் : ହାତ
பிற மொழிகளில் மொழிபெயர்ப்பு :हिन्दी
ताश के खेल में एक दौर में गिरने वाले पत्ते जो उसके बाद खेल से बाहर हो जाएँ।
பொருள் : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
எடுத்துக்காட்டு : ଗାଈ ଗେରଦରେ ଚରୁଛି
ஒத்த சொற்கள் : ଆଖନ୍ଦ, ଗେରଦ, ଘେରା
चारों ओर से घिरा हुआ बड़ा मैदान।
நிறுவு