பொருள் : ଗଣିତ ଅନ୍ତର୍ଗତ ଭଗ୍ନାଂଶର ତଳ ସଂଖ୍ୟା ଯାହା ନିଜସ୍ୱ ଅଂଶକୁ ଦର୍ଶାଏ
எடுத்துக்காட்டு :
କୌଣସି ବସ୍ତୁର ଦୁଇ ତୃତୀୟାଂଶରେ ହର ହେଉଛି ତିନି
ஒத்த சொற்கள் : ଭାଗସଂଖ୍ୟା
பிற மொழிகளில் மொழிபெயர்ப்பு :
गणित के अंतर्गत भिन्न संख्या में से नीचे वाली संख्या जो अपने आधार पर अंश को दर्शाती है।
किसी वस्तु के दो तिहाई में तीन हर है।The divisor of a fraction.
denominatorபொருள் : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
எடுத்துக்காட்டு :
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ஒத்த சொற்கள் : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ
பிற மொழிகளில் மொழிபெயர்ப்பு :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।