பொருள் : ପ୍ରତିଯୋଗିତା, ଯୁଦ୍ଧ, ଖେଳଆଦିରେ ସଫଳ ନହେବାରୁ ଏସଂପର୍କିତ ବସ୍ତୁଗୁଡ଼ିକୁ ହରାଇବା
எடுத்துக்காட்டு :
ରାମନାଥ ଜୁଆରେ ପାଞ୍ଚ ହଜାର ଟଙ୍କା ହରାଇଲା
ஒத்த சொற்கள் : ହାରିବା
பிற மொழிகளில் மொழிபெயர்ப்பு :
प्रतियोगिता,युद्ध,खेल आदि में सफल न होने के कारण हाथ से उसे या उससे संबंध रखनेवाली चीज़े जाने देना।
रामनाथ जुए में पाँच हज़ार हार गया।பொருள் : ପ୍ରତିଯୋଗିତାରେ ବିପକ୍ଷ ଦଳକୁ ହରେଇବା
எடுத்துக்காட்டு :
ସାଇକେଲ ପ୍ରତିଯୋଗିତାରେ ମହେଶ ସୁରଜକୁ ହରେଇଲା
ஒத்த சொற்கள் : ପରାଜିତ କରିବା, ପରାସ୍ତ କରିବା
பிற மொழிகளில் மொழிபெயர்ப்பு :
प्रतियोगिता में विपक्षी को हराना या पीछे छोड़ना।
साइकिल दौड़ में महेश ने सूरज को पछाड़ दिया।Win a victory over.
You must overcome all difficulties.பொருள் : କୌଣସି ଅବସ୍ଥା,କାର୍ଯ୍ୟ,ସମୟ ଆଦି ହାତଛଡ଼ା କରିବା
எடுத்துக்காட்டு :
ସେ ସୁବର୍ଣ୍ଣ ସୁଯୋଗ ହରାଇଲା ସେ ନିଜ ଇଜ୍ଜତ ହରେଇଲା
ஒத்த சொற்கள் : ହରାଇବା
பிற மொழிகளில் மொழிபெயர்ப்பு :
பொருள் : ନଷ୍ଟ ବା ବରବାଦ କରିବା
எடுத்துக்காட்டு :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
ஒத்த சொற்கள் : ଉଡ଼ାଇ ଦେବା, ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହାରିବା
பிற மொழிகளில் மொழிபெயர்ப்பு :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।