பொருள் : ଗୋଟିଏ ଅସ୍ତ୍ର
எடுத்துக்காட்டு :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
பிற மொழிகளில் மொழிபெயர்ப்பு :
பொருள் : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
எடுத்துக்காட்டு :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
ஒத்த சொற்கள் : ଯୋଡ଼ା
பிற மொழிகளில் மொழிபெயர்ப்பு :
பொருள் : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
எடுத்துக்காட்டு :
ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
ஒத்த சொற்கள் : ଯୋଡ଼ା
பிற மொழிகளில் மொழிபெயர்ப்பு :
பொருள் : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
எடுத்துக்காட்டு :
କୃଷକ ବିଲରେ ହଳ କରୁଛି
பிற மொழிகளில் மொழிபெயர்ப்பு :
பொருள் : ହଳ କରିବା କ୍ରିୟା
எடுத்துக்காட்டு :
ସେ କ୍ଷେତରେ ହଳ କରୁଛି ଚାଷ ପରେ ଜମିରେ ଜଳସେଚନ ହେବ
ஒத்த சொற்கள் : କର୍ଷଣ
பிற மொழிகளில் மொழிபெயர்ப்பு :