பொருள் : କାହାକୁ କୌଣସି କାମ କରିବାରେ ସେମାନଙ୍କୁ କିଛି କହିକରି ଅଟକାଇବା ବା ସେମାନଙ୍କୁ କିଛି ପଚରାଉଚରା କରିବା
எடுத்துக்காட்டு :
ଶିକ୍ଷକ ଛାତ୍ରମାନଙ୍କର ବିକୃତ ହସ୍ତାକ୍ଷର ଦେଖିକରି ସେମାନଙ୍କୁ ତାଗିଦ୍ କଲେ
ஒத்த சொற்கள் : ତାଗିଦ୍ କରିବା
பிற மொழிகளில் மொழிபெயர்ப்பு :
किसी के कोई काम करने पर उसे कुछ कहकर रोकना या उससे कुछ पूछ-ताछ करना।
शिक्षक ने विद्यार्थी की विकृत लिखावट देखकर उसे टोका।பொருள் : ହଠାତ୍ ମଝିରେ ଆସି ପଡ଼ିବା
எடுத்துக்காட்டு :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
ஒத்த சொற்கள் : ପଶିବା, ପଡ଼ିବା, ମୁଣ୍ଡପୁରେଇବା
பிற மொழிகளில் மொழிபெயர்ப்பு :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।