உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
எடுத்துக்காட்டு : କାହାରି କ୍ଷତି କରନାହିଁ
ஒத்த சொற்கள் : ଅକଲ୍ୟାଣ, ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ
பிற மொழிகளில் மொழிபெயர்ப்பு :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
பொருள் : କୌଣସି ବେପାରଆଦିରେ ହେଉଥିବା କ୍ଷତି
எடுத்துக்காட்டு : ଏହି ବେପାରରେ ମୋର ଖାଲି କ୍ଷତି ହେଲା
ஒத்த சொற்கள் : କ୍ଷତି, ଘାଟା, ଲୋକସାନ
किसी लेन-देन, व्यापार आदि में होने वाली आर्थिक कमी।
Gradual decline in amount or activity.
பொருள் : ଖରାପ ବା କଷ୍ଟକର ହୋଇଥିବା ପରିଣାମ
எடுத்துக்காட்டு : ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
ஒத்த சொற்கள் : କ୍ଷତି
बुरा या तकलीफ के रूप में होने वाला परिणाम।
The occurrence of a change for the worse.
பொருள் : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
எடுத்துக்காட்டு : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
ஒத்த சொற்கள் : ଅନିଷ୍ଟ, କ୍ଷତି, କ୍ଷୟ, ଲୋକସାନି
किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
நிறுவு