பொருள் : ନିଜ ସାଥିରେ ଲଢ଼ିବାପାଇଁ ଚିଲ୍ଲେଇକରି ଡାକିବା
எடுத்துக்காட்டு :
ଭୀମ ଯୁଦ୍ଧ କରିବାପାଇଁ ହୁଙ୍କାର ଛାଡ଼ି କୌରବମାନଙ୍କୁ ଡାକିଲେ
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଉତ୍ସାହିତ କରିବା
எடுத்துக்காட்டு :
ହଳିଆ ରହିରହି ବଳଦକୁ ଆଗକୁ ଯିବାପାଇଁ ପ୍ରରୋଚିତ କରି ହୁଙ୍କାର ଛାଡ଼ୁଥିଲା
ஒத்த சொற்கள் : ପ୍ରରୋଚିତ କରିବା
பிற மொழிகளில் மொழிபெயர்ப்பு :
Shout, as if with joy or enthusiasm.
The children whooped when they were led to the picnic table.