பொருள் : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
எடுத்துக்காட்டு :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
ஒத்த சொற்கள் : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ଚିତ୍କାର କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା
பிற மொழிகளில் மொழிபெயர்ப்பு :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।