ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଂତବିଦାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଂତବିଦାରଣ   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣର ଦଶଟି ମୋକ୍ଷମଧ୍ୟରୁ ଗୋଟିଏ ଯେଉଁଥିରେ ସୂର୍ଯ୍ୟ ବା ଚନ୍ଦ୍ରର ଗ୍ରହଣ ଛାଡିବା ସମୟ ପୂର୍ବରୁ ସୂର୍ଯ୍ୟ ବା ଚନ୍ଦ୍ରର ମଝିକୁ ଛାଡି ସଂପୂର୍ଣ୍ଣ ବୃତ୍ତରେ ଆଲୋକର ପ୍ରକାଶ ଦେଖାଯାଏ

ଉଦାହରଣ : ଅନ୍ତବିଦାରଣର ପରିଣାମ ସ୍ବରୂପ ଭୂମିର ମଧ୍ୟଭାଗରେ ବିନାଶ ହୁଏ

ସମକକ୍ଷ : ଅନ୍ତବିଦାରଣ


ଅନ୍ୟ ଭାଷାରେ ଅନୁବାଦ :

सूर्य और चंद्र ग्रहण के दस मोक्षों में से एक जिसमें सूर्य या चंद्र का ग्रहण छुटते समय पहले सूर्य या चंद्र के मध्य को छोड़कर, पूरी गोलाई में प्रकाश दिखाई पड़ता है।

अंतविदारण के परिणाम स्वरूप भूमि के मध्य भाग में विनाश होता है।
अंतविदारण, अंत्यविदारण, अन्तविदारण, अन्त्यविदारण