ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛିଦ୍ର ହୋଇନଥିବା
ଉଦାହରଣ : ଅଛିଦ୍ର ପାତ୍ରରେ ଢଙ୍କାହେବାରୁ ଦୀପଟି ଲିଭିଗଲା
ସମକକ୍ଷ : ଅଛିଦ୍ର, ଅଫୋଡା, ଛିଦ୍ରହୀନ
ଅର୍ଥ : ଯେଉଁଥିରେ କଣା ନାହିଁ
ଉଦାହରଣ : ବୁନ୍ଦାବୁନ୍ଦା ପାଣି ଗଳିବାପାଇଁ ସେ ଛିଦ୍ରହୀନ ଲୋଟାରେ କଣାକରି ଶିବଲିଙ୍ଗ ଉପରେ ଟାଙ୍ଗିଦେଲେ
ସମକକ୍ଷ : ଅଛିଦ୍ର, ଅବିନ୍ଧା, ଛିଦ୍ରହୀନ, ରନ୍ଧ୍ରହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें छिद्र न हो।
Not perforated. Having no opening.
ସଂସ୍ଥାପନ କରନ୍ତୁ